ରାଜ୍ୟରେ ଦୋକାନ ବେପାର ମାନ୍ଦା: ୟୁନିଟ୍‌-୨ ମାର୍କେଟ୍ ବିଲ୍‌ଡିଂ ଖାଁ ଖାଁ

ଭୁବନେଶ୍ୱର: କରୋନା ଭୂତାଣୁ ବ୍ୟାପୁଥିବାରୁ ରାଜ୍ୟ ସରକାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଛୁଟି କରିଦେଇଛନ୍ତି। ବାହାଘର, ବ୍ରତଘର ଭଳି ସାମାଜିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲଗାଇ ଦେଇଛନ୍ତି। ସେହିଭଳି ଲୋକମାନେ ବହୁସଂଖ୍ୟାରେ ଏକତ୍ର ହେବାକୁ ବାରଣ କରିଛନ୍ତି। ଭାରତରେ ଏବେ କରୋନା ଷ୍ଟେଜ୍‌-୨ ବା ଦ୍ଵିତୀୟ ପର୍ଯ୍ୟାୟରେ ଥିବାରୁ ସରକାର ବ୍ୟାପକ ସଚେତନତା ସୃଷ୍ଟି କରୁଛନ୍ତି। ଏହାର ପ୍ରଭାବ ରାଜ୍ୟର ବ୍ୟବସାୟ ଉପରେ ପଡ଼ିଛି। … Continue reading ରାଜ୍ୟରେ ଦୋକାନ ବେପାର ମାନ୍ଦା: ୟୁନିଟ୍‌-୨ ମାର୍କେଟ୍ ବିଲ୍‌ଡିଂ ଖାଁ ଖାଁ